ଜାତୀୟ

ଉତରକାଶୀରେ ଭୟଙ୍କର ଦୁର୍ଘଟଣା, ଭାଙ୍ଗିଲା ନିର୍ମାଣାଧୀନ ଟନେଲ

ଉତରକାଶୀରେ ଭୟଙ୍କର ଦୁର୍ଘଟଣା । ଭାଙ୍ଗିଲା ନିର୍ମାଣାଧୀନ ଟନେଲ । ଦୁର୍ଘଟଣା ଯୋଗୁ ଟନେଲ ଭିତରେ ୪୦ରୁ ଅଧିକ ଶ୍ରମିକ ଫସିରହିଥିବା ସୂଚନା ମିଳିଛି । ସେମାନଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଆରମ୍ଭ ହୋଇଛି ।

ଫସି ରହିଥିବା ସମସ୍ତ ଶ୍ରମିକ ସୁରକ୍ଷିତ ଥିବା ଜଣାପଡ଼ିଛି । ସେମାନଙ୍କ ନିକଟରେ ଅକ୍ସିଜେନ୍ ସିଲିଣ୍ଡର ଉପଲବ୍ଧ କରାଯାଇଛି । ଟନେଲରେ ଥିବା ମାଟିକୁ ହଟାଇବା ପାଇଁ ଉଦ୍ୟମ ଜାରି ରହିଛି । ୨୦୨୪ ମାଚ୍ଚ ସୁଦ୍ଧା ଏହି ଟନେଲ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com