ଜାତୀୟ

ଲକ୍ଷ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟାର ସରଜୁ ତଟ

ଲକ୍ଷ ଲକ୍ଷ ଦୀପରେ ଝଲସିଲା ଅଯୋଧ୍ୟାର ସରଜୁ ତଟ । ସରଜୁ ନଦୀର ୫୧ଟି ଘାଟରେ ଏକାସାଙ୍ଗରେ ଜଳିଲା ୨୪ ଲକ୍ଷ ଦୀପ । ଉତ୍ତରପ୍ରଦେଶ ଅଯୋଧ୍ୟାରେ ଦୀପୋତ୍ସବର ଭବ୍ୟ ଆୟୋଜନ ଦେଖି ଚକିତ ସାରା ବିଶ୍ୱ ।

ଏକାସାଙ୍ଗରେ ୨୪ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ ଏକ ବିଶ୍ୱ ରେକର୍ଡ ବୋଲି କୁହାଯାଉଛି ।ଏହି ଦୀପୋତ୍ସବ ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରଜୁ ତଟରେ ଆରତୀରେ ଅଂଶ ଗ୍ରହଣ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com