Breaking Newsଅନ୍ତର୍ଜାତୀୟ

ଚୀନରେ ପୁଣି ମାତିଲାଣି ଅଜଣା ରୋଗ

ଚୀନରେ ପୁଣି ମାତିଲାଣି ଅଜଣା ରୋଗ । ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି ସ୍କୁଲ ଯାଉଥିବା ଛୋଟ ଛୋଟ ପିଲା । ଏହି ରୋଗ ଏକ ରହସ୍ୟମୟ ନିମୋନିଆ ବୋଲି ସେଠାକାର ଡାକ୍ତର କହୁଛନ୍ତି ।

ଉତର-ପୂର୍ବ ବେଜିଂ ଏବଂ ଲିୟା-ଓନିଙ୍ଗ୍-ରେ ଏବେ ଡାକ୍ତରଖାନାରେ ଅଜଣା ନିମୋନିଆ ରୋଗରେ ଆକ୍ରନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଶେଷ କରି ପିଲାଙ୍କ ଭିତରେ ଏହି ରୋଗ ଅଧିକ ଦେଖିବାକୁ ମିଳୁଛି । ରୋଗର ଲକ୍ଷଣ ଗୁଡିକ ନିମୋନିଆ ସହ ଅଧିକ ମେଳ ଖାଉଥିବା ଲକ୍ଷ୍ୟ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com