ଓଡ଼ିଶା

ପୁରୀରେ ପୟାଶ୍ରାଦ୍ଧ ପାଇଁ ପ୍ରସ୍ତୁତି

ପୁରୀରେ ପୟାଶ୍ରାଦ୍ଧ ପାଇଁ ପ୍ରସ୍ତୁତି । ଆଜି ପୟାଶ୍ରାଦ୍ଧ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାମାନ କରାଯାଇଛି । ବଡବଡୁଆ ଡାକିବାପାଇଁ ଶ୍ରୀମନ୍ଦିର ନିକଟରେ ସ୍ଥାନ ଚିହ୍ନଟ କରାଯାଇଛି ।

ଶ୍ରଦ୍ଧାଳୁ ଯେଉଁଭଳି ଭାବେ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ କାଉଁରିଆ ଜାଳିପାରିବେ ସେ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ତାସହିତ ଶୃଙ୍ଖଳିତ ଦର୍ଶନ ସହ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି ଉପଜିଲ୍ଲାପାଳ ।

Related Articles

Back to top button
WP Twitter Auto Publish Powered By : XYZScripts.com