ମନୋରଞ୍ଜନ

ବୁର୍ଜ ଖଲିଫାରେ ‘ଆନିମଲ’

ରଣବୀର କପୁର ତାଙ୍କର ଆଗାମୀ ମୁଭି ‘ଆନିମଲ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଅଭିନେତା ତାଙ୍କ ଫିଲ୍ମରୁ ବହୁତ ଆଶା ରଖିଛନ୍ତି।

ରଣବୀର କପୁରଙ୍କ ପୂର୍ବ ଚଳଚ୍ଚିତ୍ର ବକ୍ସ ଅଫିସରେ ଅଧିକ କିଛି କରିପାରି ନଥିଲା ସେଥିପାଇଁ ଏଥର ସେ ଆନିମଲକୁ ନେଇ ଆଶାବାଦୀ ଅଛନ୍ତି।

ଏଭଳି ପରିସ୍ଥିତିରେ ରଣବୀର ‘ଆନିମଲୁ’କୁ ହିଟ କରିବାକୁ ଚେଷ୍ଟା କରୁଛନ୍ତି। ଏହି କାରଣରୁ ଅଭିନେତାଙ୍କ ଆନିମଲର କିଛି ଝଲକ ବୁର୍ଜ ଖଲିଫାରେ ପ୍ରଦର୍ଶିତ ହେବ ବୋଲି ଜଣାପଡିଛି।

Related Articles

Back to top button
WP Twitter Auto Publish Powered By : XYZScripts.com