କ୍ରୀଡ଼ା

ୟୁଜର୍ସଙ୍କୁ ୧୦୦ କୋଟି ବାଣ୍ଟିବେ

ବିଶ୍ୱକପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆ ପ୍ରବେଶ କରିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି। ସମସ୍ତେ ନିଜ ନିଜ ଢଙ୍ଗରେ ଭାରତୀୟ ଟିମ୍‌ର ଊତ୍ସାହ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି।

ଏହି କ୍ରମରେ ଜଣେ ଷ୍ଟାଟଅପ୍‌ କମ୍ପାନୀ ‘ଆଷ୍ଟ୍ରୋଟକ୍‌’ର ପ୍ରତିଷ୍ଠାତା ଏବଂ ସିଇଓ ପୁନିତ ଗୁପ୍ତା ଭାରତୀୟ ଟିମ୍‌ ବିଶ୍ୱକପ୍‌ ଜିତିବାକୁ ନେଇ ବଡ଼ ଘୋଷଣା କରିଛନ୍ତି। ଏଥର ବିଶ୍ୱକପ୍‌ ଜିତିଲେ ତାଙ୍କ କମ୍ପାନୀ ନିଜର ୟୁଜର୍ସଙ୍କୁ ୧୦୦ କୋଟି ଟଙ୍କା ବାଣ୍ଟିବ ବୋଲି ସେ କହିଛନ୍ତି।

Related Articles

Back to top button