କ୍ରୀଡ଼ା

ଦୁଇ ଦିନିଆ ଭାରତ ଗସ୍ତ

ଫାଇନାଲ ମ୍ୟାଚ ଦେଖିବା ଭାରତ ଆସୁଛନ୍ତି ଅଷ୍ଟ୍ରେଲିଆର ଉପ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ତଥା ବିଦେଶ ମନ୍ତ୍ରୀ। ଉପ ପ୍ରଧାମନ୍ତ୍ରୀ- ରକ୍ଷା ମନ୍ତ୍ରୀ ରିଚାର୍ଡ ମାଲେସ ଓ ବିଦେଶ ମନ୍ତ୍ରୀ ପେନି ଓ୍ବଙ୍ଗ ଦୁଇ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି।

ଏହି ସମୟରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ସେମାନେ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ଆଲୋଚନା କରିବେ। ପୂର୍ବରୁ ୨୦୨୧ ସେପ୍ଟେମ୍ବରରେ ଦୁଇ ଦେଶ ମଧ୍ୟରେ ଟୁ ପ୍ଲସ ଟୁ ମନ୍ତ୍ରୀସ୍ତରୀୟ ଆଲୋଚନା ହୋଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com