Breaking Newsକ୍ରୀଡ଼ା

ମିଚେଲ ମାର୍ଶଙ୍କ ଭବିଷ୍ୟବାଣୀ ନେଇ ଭାରତରେ ଝଡ । ଭିଡିଓ ଭାଇରାଲ ।

ରବିବାର ବିଶ୍ୱକପ ମହାକୁମ୍ଭ । ଫାଇନାଲରେ ମୁହାଁମୁହିଁ ହେବେ ୨ଶକ୍ତିଶାଳୀ ଦଳ ଭାରତ-ଅଷ୍ଟ୍ରେଲିଆ । ଯାହାକୁ ନେଇ ସାରା ଦେଶରେ ରହିଛି କ୍ରେଜ । ଏହାରି ଭିତରେ ଏବେ ଅଷ୍ଟ୍ରେଲିଆ ପ୍ଲେୟାର ମିଚେଲ ମାର୍ଶଙ୍କ ଭବିଷ୍ୟବାଣୀକୁ ନେଇ ସୃଷ୍ଟି ହୋଇଛି ଝଡ ।

ମାର୍ଶ କହିଛନ୍ତି ଅଷ୍ଟ୍ରେଲିଆ ଅପରାଜେୟ ରହିବ । ଭାରତକୁ ପରାଜିତ କରିବ । ଫାଇନାଲରେ ଅଷ୍ଟ୍ରେଲିଆ ମାତ୍ର ୨ଉଇକେଟ ହରାଇ ୪୫୦ରନ କରିବ ଏବଂ ଭାରତ ୬୫ରେ ଅଲଆଉଟ ହେଇଯିବ ବୋଲି କହିଛନ୍ତି ଅଷ୍ଟ୍ରେଲିଆର ଅଲରାଉଣ୍ଡର ମିଚେଲ ମାର୍ଶ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ ମାର୍ଶଙ୍କ ଆକଳନ ଅନୁଯାୟୀ, ଭାରତ-ଅଷ୍ଟ୍ରେଲିଆ ଏବେ ଫାଇନାଲରେ ପ୍ରବେଶ କରିଛନ୍ତି ।

କେବଳ ଦଳଗତ ସ୍କୋରକୁ ରହିଛି ଅପେକ୍ଷା । ତେବେ ଶକ୍ତିସାଳୀ ଟିମ ଇଣ୍ଡିଆକୁ ଏତେ ଦୁର୍ବଳ ଭାବୁଥିବା ମାର୍ସଙ୍କ ଭବିଷ୍ୟବାଣୀଙ୍କୁ ନେଇ ସାରା ଦେଶରେ ସୃଷ୍ଟି ହୋଇଛି ଝଡ, ଦେଖାଦେଇଛି ବିବାଦ ।

Related Articles

Back to top button
WP Twitter Auto Publish Powered By : XYZScripts.com