କ୍ରୀଡ଼ା

ସୋସିଆଲ ମିଡିଆରେ ଭାଇରାଲ

ବିଶ୍ୱକପ ଫାଇନାଲ ମ୍ୟାଚ ୧୯ ନଭେମ୍ବରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ।ପ୍ରଶଂସକମାନେ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଫାଇନାଲ ମ୍ୟାଚ ପାଇଁ ଟିକେଟ୍‌ ବୁକିଂ ପୂର୍ଣ୍ଣ ହୋଇଛି।

ଏହି ସମୟରେ ଫ୍ରଡମାନେ ଏହାର ଲାଭ ଉଠାଉଛନ୍ତି। ବାସ୍ତବରେ,ହ୍ବାଟସ ଆପ ଚାଟ୍‌ର ଏକ ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଚାଟରେ ଜଣେ ଯୁବତୀ ତାଙ୍କୁ ଟିକେଟ୍‌ ଦେଇଥିବା ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି। ସେ ଟିକେଟ୍‌ ପାଇଁ ତାଙ୍କୁ ୫୬ ହଜାର ଟଙ୍କା ଦେଇଛନ୍ତି। କିନ୍ତୁ ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ସହ ଠକେଇ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com