ଅନ୍ତର୍ଜାତୀୟ

ରୁଷିଆରେ ପ୍ରବଳ ଝଡ଼ତୋଫାନ

ରୁଷିଆର ସାଇବେରିଆରେ ପ୍ରବଳ ଝଡ଼ତୋଫାନ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ଝଡ଼ରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସହରରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।ସାଇବେରିଆର ଅନେକ ଅଞ୍ଚଳରେ ସେକେଣ୍ଡରେ ୩୮ ମିଟର ବେଗରେ ପବନ ବହିଥିଲା।

ଏହି ଝଡ଼ରେ ଦୁଇ ଜଣଙ୍କ ଉପରେ ଏକ ଗଛ ପଡ଼ିବାରୁ ସେମାନଙ୍କ ପ୍ରାଣହାନି ଘଟିଛି। ଘୂର୍ଣ୍ଣିବଳୟ ଯୋଗୁ ବିଦ୍ୟୁତ ଲାଇନ ଏବଂ କୋଠାଘର ନଷ୍ଟ ହେବା ପରେ ସହରରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com