କ୍ରୀଡ଼ା

କପିଲ ଦେବଙ୍କୁ ନିମନ୍ତ୍ରଣ ନାହିଁ

ଭାରତ-ଅଷ୍ଟ୍ରେଲିଆ ଫାଇନାଲ ପାଇଁ ପୂର୍ବତନ କ୍ରିକେଟରଙ୍କ ସମେତ ଅନେକ ବଡ ବ୍ୟକ୍ତିତ୍ୱଙ୍କୁ ନିମନ୍ତ୍ରଣ କରାଯାଇଥିଲା।

ସଚିନ ତେନ୍ଦୁଲକର, ଶାହାରୁଖ ଖାଁ, ରଣବୀର ସିଂ, ଦୀପିକା ପାଦୁକୋନଙ୍କ ସମେତ ବହୁ ପ୍ରସିଦ୍ଧ ଚେହେରା ପଡ଼ିଆରେ ଟିମ ଇଣ୍ଡିଆ ପାଇଁ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା, କିନ୍ତୁ ପୂର୍ବତନ କିମ୍ବଦନ୍ତୀ କପିଲ ଦେବ କହିଛନ୍ତି ଯେ ତାଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ସେ ଏହା କହିଥିବା ଜଣାପଡିଛି।

Related Articles

Back to top button
WP Twitter Auto Publish Powered By : XYZScripts.com