ରାଜନୀତି

ଇସ୍ତଫା ଦେଲେ ମନ୍ତ୍ରୀ ନୀଲେଶ

ଗୋଆ ସରକାରଙ୍କ ମନ୍ତ୍ରୀ ନୀଲେଶ କବରାଲ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସରୁ ଭାଜପାରେ ଯୋଗ ଦେଇଥିବା ଆଲେକ୍ସୋ ସେକିରାଙ୍କୁ ତାଙ୍କ ସ୍ଥାନରେ ମନ୍ତ୍ରୀ କରାଯିବ ବୋଲି ଚର୍ଚ୍ଚା ହେଉଛି।

ସିଏମ ପ୍ରମୋଦ ସାୱନ୍ତ ଏହି ସୂଚନା ଦେଇଛନ୍ତି। ଗତ ବର୍ଷ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିବା ଆଠ ଜଣ ବିଧାୟକଙ୍କ ମଧ୍ୟରେ ସେକିରା ଅଛନ୍ତି। ସିଏମ ପ୍ରମୋଦ ସାୱନ୍ତ କହିଛନ୍ତି କବରାଲ ଇସ୍ତଫା ଦେଇଛନ୍ତି ଏବଂ ତାଙ୍କ ଇସ୍ତଫା ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com