ମନୋରଞ୍ଜନ

ମାଧୁରୀ ଦୀକ୍ଷିତଙ୍କୁ ପୁରସ୍କାର

ଭାରତର ୫୪ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାରତୀୟ ସିନେମାରେ ଅବଦାନ ପାଇଁ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଏକ ବିଶେଷ ପୁରସ୍କାରରେ ସମ୍ମାନିତ କରାଯାଇଛି।

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି। ଏଥିରେ ଲେଖାଅଛି, ଆଜି ଆମେ ଘୋଷଣା କରି ବହୁତ ଖୁସି ଯେ ଭାରତୀୟ ସିନେମାରେ ଅବଦାନ ପାଇଁ ଦକ୍ଷ ତଥା ପ୍ରତିଭାଶାଳୀ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ଏକ ବିଶେଷ ସମ୍ମାନ ଦିଆଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com