ଓଡ଼ିଶାମନୋରଞ୍ଜନ

ଶ୍ରୀଜଗନ୍ନାଥଙ୍କ ଉପରେ ପ୍ରଥମ ଓଡ଼ିଆ ଆନିମେସନ୍‌ ସିରିଜ୍‌

ଅନ୍ତର୍ଜାତୀୟ ଶିଶୁ ଓ ପାରିବାରିକ ମନୋରଞ୍ଜନ ସଂସ୍ଥା ‘ଟୁନ୍‌ଜ ମିଡିଆ ଗ୍ରୁପ୍‌’ ଏବଂ ଓଡ଼ିଶାର ‘ଏଲି ଆନିମେସନ୍ସ’ର ମିଳିତ ସହଭାଗିତାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ପ୍ରଥମ ଓଡ଼ିଆ ଆନିମେସନ୍‌ ସିରିଜ୍‌ ତିଆରି କରାଯାଇଛି।

‘ଜୟ ଜଗନ୍ନାଥ’ ନାଁରେ ନାମିତ ଏହି ବିବିଧ ବିଭାଗର ସିରିଜ୍‌ ବିଶେଷ କରି ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ।ଏହି ସିରିଜ୍‌ ପାରିବାରିକ ଏଣ୍ଟରଟେନମେଣ୍ଟ ଭିତ୍ତିକ ହୋଇଥିବାବେଳେ, ଏଥିରେ ଆକ୍ସନ୍, ହାସ୍ୟରସ ଭରି ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com