ଅନ୍ତର୍ଜାତୀୟ

ମାଲବାହୀ ଜାହାଜକୁ ହାଇଜାକ୍

ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ଲୋହିତ ସାଗରରେ ଏକ ମାଲବାହୀ ଜାହାଜକୁ ହାଇଜାକ୍ କରିବା ସହ କର୍ମଚାରୀଙ୍କୁ ବନ୍ଧକ ରଖିଛନ୍ତି। ଏହି ହାଇଜାକ୍ ପାଇଁ ସମୁଦ୍ର ମଝିରେ ହୁତି ବିଦ୍ରୋହୀମାନେ ହେଲିକପ୍ଟର ଯୋଗେ କାର୍ଗୋ ଜାହାଜ ‘ଗାଲାକ୍ସି ଲିଡର୍’ରେ ଲ୍ୟାଣ୍ଡି କରିଥିଲେ ।

ଆଉ ତା’ପରେ ୨୫ ଜଣ କ୍ରୁ ମେମ୍ବରଙ୍କୁ ବନ୍ଧକ ବନାଇବା ସହ କାର୍ଗୋ ଜାହାଜକୁ ନିଜ ଅକ୍ତିଆରକୁ ନେଇ ଯାଇଛନ୍ତି। ଜାହାଜକୁ ୟେମେନର ଏକ ବନ୍ଦରକୁ ନେଇଯାଇଛନ୍ତି । ଏହି ଘଟଣାରେ ନିଜକୁ ଦାୟୀ କରିଛି ହୁତି ବିଦ୍ରୋହୀ ।

Related Articles

Back to top button