ଅନ୍ତର୍ଜାତୀୟ

ପାକିସ୍ତାନ ଲାଗି ଏବେ ସମସ୍ୟା ପରେ ସମସ୍ୟା ବଢିଚାଲିଛି

ପାକିସ୍ତାନ ଲାଗି ଏବେ ସମସ୍ୟା ପରେ ସମସ୍ୟା ବଢିଚାଲିଛି । ମନେ ହେଉଛି ୧୯୭୧ରେ ପାକିସ୍ତାନରେ ଯାହା ଘଟିଥିଲା ତାହାର ପୁନରାବୃତ୍ତି ହେବ । ଏହି ସମୟରେ ଭାରତ ପାକିସ୍ତାନକୁ ୨ ଭାଗ କରି ଦେଇଥିଲା।

ପୁଣି ସେହିପରି କିଛି ଦେଶର ଅବସ୍ଥା ହେବାକୁ ଯାଉଛି । ଏହି ଆଶଙ୍କା ପ୍ରକାଶ କରିଛନ୍ତି ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ । ସେ ଦେଶର ବର୍ତ୍ତମାନର ରାଜନୈତିକ ଘଟଣାକ୍ରମ ଓ ୧୯୭୧ ସମୟରେ ଢାକା ଟ୍ରାଜେଡି ପରିସ୍ଥିତି ସହ ତୁଳନା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com