ମନୋରଞ୍ଜନ

ଅଭିନେତ୍ରୀ ଶ୍ରୁତି ହାସନ ତାଙ୍କ ବିବାହକୁ ନେଇ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି।

ଅଭିନେତ୍ରୀ ଶ୍ରୁତି ହାସନ ତାଙ୍କ ବିବାହକୁ ନେଇ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି। ବର୍ତ୍ତମାନ ଶ୍ରୁତି ହାସନ ବିବାହ ଖବରକୁ ସତ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ୩୭ ବର୍ଷୀୟ ଶ୍ରୁତି ହାସନ ଦୀର୍ଘ ଦିନ ଧରି ଶାନ୍ତନୁ ହଜାରିକାଙ୍କୁ ଡେଟ କରୁଥିଲେ।

ସେ ତାଙ୍କ ସହିତ ଅନେକ ସମୟରେ ରୋମାଣ୍ଟିକ ଫଟୋ ଶେୟାର କରନ୍ତି। ଏହି ସମୟରେ ଅଭିନେତ୍ରୀ ତାଙ୍କ ପ୍ରେମିକ ଶାନ୍ତନୁଙ୍କୁ ବିବାହ କରି ସଂସାର ଗଢିବାକୁ ଯାଉଛନ୍ତି ବୋଲି ଖବର ଆସିଥିଲା। ବର୍ତ୍ତମାନ ନୀରବତା ଭାଙ୍ଗି ଅଭିନେତ୍ରୀ କହିଛନ୍ତି ଯେ ତାଙ୍କର ବିବାହ କରିବାର କୌଣସି ଯୋଜନା ନାହିଁ।

Related Articles

Back to top button