କ୍ରୀଡ଼ା

ବିଶ୍ବକପ ଖେଳିପାରିବେନି ଖେଳାଳି

ଅଷ୍ଟ୍ରେଲିଆ ୫ ଭାରତୀୟ ଖେଳାଳିଙ୍କ ଭାରତରେ ବିଶ୍ବକପ ଖେଳିବାର ଆଶାକୁ ମଉଳାଇ ଦେଇଛି । ଏହି ୫ ଖେଳାଳି ହେଲେ ରୋହିତ ଶର୍ମା, ବିରାଟ କୋହଲି, ମହମ୍ମଦ ସାମି, ରବିନ୍ଦ୍ର ଜାଡେଜା ଏବଂ ସୂର୍ଯ୍ୟ କୁମାର ଯାଜବ ।

ଏମାନଙ୍କ ବୟସ ଏବେ ୩୩ ବର୍ଷରୁ ଅଧିକ ରହିଥିବାବେଳେ ୮ ବର୍ଷ ପରେ ପୁଣିଥରେ ଭାରତରେ ଆୟୋଜନ ହେବାକୁ ଯାଉଛି ବିଶ୍ବକପ । ଏଣୁ ଏମାନଙ୍କ ବୟସକୁ ଦେଖିବାକୁ ଗଲେ ଭାରତରେ ବିଶ୍ବକପ ଖେଳିବାର ସୁଯୋଗ ପାଇପାରିବେ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com