ଅନ୍ୟାନ୍ୟ

ନିଜ ବେଡ୍‌ କୁ ଭଡା ଦେବେ

ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ଅନା ଏଟିଙ୍ଗର୍‌ ନାମକ ଜଣେ ଯୁବତୀ ତାଙ୍କ ବେଡ୍‌ର ଖାଲି ଅଂଶକୁ ଏପରି ଭାବରେ ବ୍ୟବହାର କରିବାକୁ ଚାହୁଁଛନ୍ତି ଯାହାକୁ କେହି କଳ୍ପନା କରି ନ ଥିବେ।

ଯୁବତୀ ଜଣକ ଖାଲି ବେଡ୍‌ ସ୍ଥାନକୁ ଭଡା ଦେବାକୁ ଯୋଜନା କରିଛନ୍ତି। ଯେଉଁଠାରେ କେହି ଆସି ଶୋଉ ପାରିବେ ଏବଂ ପ୍ରତିବଦଳରେ ତାଙ୍କୁ ଟଙ୍କା ଦେବେ। ଏହିପରି ଯୁବତୀ ଅତିରିକ୍ତ ରୋଜଗାର କରି ପାରିବେ। ଏବେ ଅନା ଏଟିଙ୍ଗର୍‌ ଏକ ଟିକଟକ ଭିଡିଓ ପ୍ରସ୍ତୁତ କରି ଏହାକୁ ଫେସବୁକର ମାର୍କେଟପ୍ଲେସରେ ପୋଷ୍ଟ କରିଛନ୍ତି।

Related Articles

Back to top button