ରାଜନୀତି

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁୟାରୀ ୨୨ରେ, ଅଭିଜିତ ମୁହୁର୍ତ୍ତ ମୃଗଶିରା ନକ୍ଷତ୍ରରେ ରାତି ୧୨ ଟା ୨୦ରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରିବେ। ଏହି କାର୍ଯ୍ୟକୁ ଏକ ଆନ୍ତର୍ଜାତୀୟ ରୂପ ଦେବା ପାଇଁ ରବିବାର ସାକେତ ନିଳୟମଠାରେ ସଂଘ ପରିବାରର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ ସମାରୋହର ଅଭିଯାନକୁ ଚାରୋଟି ପର୍ଯ୍ୟାୟରେ ବିଭକ୍ତ କରି ପ୍ରସ୍ତୁତି ଅଗ୍ରଗତି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାର ପ୍ରଥମ ପର୍ଯ୍ୟାୟ ରବିବାର ଠାରୁ ଆରମ୍ଭ ହୋଇ ଡିସେମ୍ବର ୨୦ପର୍ଯ୍ୟନ୍ତ ଚାଲିବ।

Related Articles

Back to top button
WP Twitter Auto Publish Powered By : XYZScripts.com