ସ୍ୱାସ୍ଥ୍ୟ

ପତଞ୍ଜଳିଙ୍କୁ କୋର୍ଟଙ୍କ ଚେତାବନୀ

ଆଧୁନିକ ଔଷଧ ଏବଂ ଟିକାକରଣ ବିରୋଧରେ ପତଞ୍ଜଳି ଆୟୁର୍ବେଦର ବିଜ୍ଞାପନରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

କୌଣସି ବିଭ୍ରାନ୍ତିକର ଭୁଲ ବିଜ୍ଞାପନ କିମ୍ବା ମିଥ୍ୟା ଦାବି ନ କରିବାକୁ କୋର୍ଟ ପତଞ୍ଜଳିଙ୍କୁ କହିଛନ୍ତି। ଏଭଳି କଲେ ଜରିମାନା ଲାଗୁ କରାଯିବ ବୋଲି କୋର୍ଟ ପତଞ୍ଜଳିଙ୍କୁ ଚେତାବନୀ ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com