Featuredଜାତୀୟସ୍ୱାସ୍ଥ୍ୟ

ଶିଶୁ ଓ ବୃଦ୍ଧଙ୍କୁ ଅଧିକ ସଂକ୍ରମିତ କରୁଛି ନୂଆ ଭାରିଆଣ୍ଟ

XBB1.16 ଭାରିଆଣ୍ଟ ଭାରିଆଣ୍ଟ ଶିଶୁ ଓ ବୃଦ୍ଧଙ୍କୁ ଅଧିକ ସଂକ୍ରମିତ ହେବାର ଦେଖାଯାଉଛି ।ରୋଗପ୍ରତିରୋଧକ ଶକ୍ତିକୁ ମଧ୍ୟ କ୍ଷତି ପହଞ୍ଚାଉଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଆସନ୍ତା ୪ ସପ୍ତାହ ବହୁ ଗୁରୁତ୍ବପୂର୍ଣ୍ଣ । କରୋନାର ତୃତୀୟ ଲହରରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ମଧ୍ୟ ସଂକ୍ରମିତ ହେଉଛନ୍ତି । ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ ଠାରେ ମଧ୍ୟ ଲକ୍ଷଣ ଅନେକ ଦିନ ଦେଖିବାକୁ ମିଳିଛି । ପୂର୍ବ ଭାରିଆଣ୍ଟ ଅପେକ୍ଷା ଏହା ଅଧିକ ଶକ୍ତିଶାଳୀ ।

ଏହି ଭାରିଆଣ୍ଟରେ ୧୨ ବର୍ଷରୁ କମ୍ ବୟସ୍କ ପିଲାମାନେ ସଂକ୍ରମିତ ହେଉଛନ୍ତି । ଥଣ୍ଡା, ଜର, ତଣ୍ଟି କାଟିବା ଛଡା ଆଖି ନାଲି ପଡ଼ିଲେ ମଧ୍ୟ କୋଭିଡ ସଂକ୍ରମଣର ଲକ୍ଷଣ ବୋଲି ଡାକ୍ତର କହିଛନ୍ତି । କୋଭିଡ ଲକ୍ଷଣ ଦେଖାହେଲେ ପିଲାମାନଙ୍କର ଆରଟିପିସିଆର ଟେଷ୍ଟ କରିବା ପାଇଁ ପରାମର୍ଶ ଦିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com