Featuredଅନ୍ତର୍ଜାତୀୟ

ବିମାନରେ ଡଗ୍‌ ଫୁଡ୍‌

ଜଣେ ଯାତ୍ରୀ ଏୟାରଲାଇନ୍ସ ଉପରେ ଅଭିଯୋଗ ଆଣିଛନ୍ତି କି, ବିମାନ ଯାତ୍ରା ସମୟରେ ତାଙ୍କୁ ଡଗ୍‌ ଫୁଡ୍‌ ପରଷା ଯାଉଛି। ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ବିଜନେସ କ୍ଲାସ ମେନୁର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।

ଫଟୋ ଦେଖି ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଯାତ୍ରୀ ଜଣକ ଦାବି କରିଛନ୍ତି କି, ଏୟାରଲାଇନ୍ସ ନିଜ ଗ୍ରାହକଙ୍କୁ ବିଦେଶରୁ ଆମଦାନୀ ହେଉଥିବା ଡଗ୍‌ ଫୁଡ୍‌ ଆଣି ଯାତ୍ରୀଙ୍କୁ ପରଷୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com