କ୍ରୀଡ଼ା

୧ ନମ୍ବରରୁ ଖସିଲେ ସିରାଜ

ଦିନିକିଆ ବିଶ୍ୱକପ ୨୦୨୩ ପରେ ଆଇସିସି ଦ୍ୱାରା ନୂତନ ର଼୍ୟାଙ୍କିଂ ପ୍ରକାଶ ପାଇଛି। ମହମ୍ମଦ ସିରାଜ ୧ ନମ୍ବର ମୁକୁଟ ହରାଇଛନ୍ତି। ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶୁଭମାନ ଗିଲ, ବିରାଟ କୋହଲି ଏବଂ ରୋହିତ ଶର୍ମା ଟପ-୫ରେ ଅଛନ୍ତି

। ବୋଲରଙ୍କ ମଧ୍ୟରେ ମହମ୍ମଦ ସିରାଜ, ଜସପ୍ରୀତ ବୁମ୍‌ରା, କୁଲଦୀପ ଯାଦବ ଏବଂ ମହମ୍ମଦ ଶାମିଙ୍କ ସମେତ ୪ ଜଣ ଭାରତୀୟ ବୋଲର ଶ୍ରେଷ୍ଠ ୧୦ ବୋଲରଙ୍କ ମଧ୍ୟରେ ସାମିଲ ଅଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com