କ୍ରୀଡ଼ା

ଆଫଗାନିସ୍ତାନ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଶାରଜା କ୍ରିକେଟ ଷ୍ଟାଡିୟମରେ ତୃତୀୟ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା

ଆଫଗାନିସ୍ତାନ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଶାରଜା କ୍ରିକେଟ ଷ୍ଟାଡିୟମରେ ତୃତୀୟ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା।

ଆଫଗାନିସ୍ତାନର ବ୍ୟାଟ୍ସମ୍ୟାନ ହାଶମତୁଲ୍ଲା ଶାହିଡି ଏବଂ ମହମ୍ମଦ ନବୀ ପଡ଼ିଆରେ ଖଜୁରି ଖାଇ ରମଜାନ ଉପବାସ ଭାଙ୍ଗିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

Related Articles

Back to top button
WP Twitter Auto Publish Powered By : XYZScripts.com