ଅନ୍ତର୍ଜାତୀୟ

ଇସ୍ରାଏଲ କବଜାରେ ଥିବା ୧୫୦ ପାଲେଷ୍ଟିନୀୟ ବନ୍ଦୀଙ୍କ ମୁକ୍ତି

ଆଜିଠାରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଆରମ୍ଭ ହେବ ପଣବନ୍ଦୀ ଅଦଳବଦଳ ପ୍ରକ୍ରିୟା । ନିଷ୍ପତ୍ତି ଅନୁସାରେ ଇସ୍ରାଏଲ କବଜାରେ ଥିବା ୧୫୦ ପାଲେଷ୍ଟିନୀୟ ବନ୍ଦୀଙ୍କ ମୁକ୍ତି ବଦଳରେ ହମାସ ୫୦ ଜଣ ଇସ୍ରାଏଲ ପଣବନ୍ଦୀଙ୍କୁ ମୁକ୍ତ କରିବ ।

ପ୍ରଥମ ପର୍ଯ୍ୟାୟରେ ୧୩ ଜଣ ମହିଳା ଓ ଶିଶୁଙ୍କୁ ଖଲାସ କରାଯିବ ବୋଲି ସୂଚନା ମିଳିଛି । ହମାସ କବଳରେ ବର୍ତ୍ତମାନ ୨୪୦ ପଣବନ୍ଦୀ ରହିଛନ୍ତି ବୋଲି ଆଶଙ୍କା କରୁଛି ଇସ୍ରାଏଲ । ଇସ୍ରାଏଲ ଜାତିୟ ନିରାପତ୍ତା ପରିଷଦ ଅଧ୍ୟକ୍ଷ ଜାଚି ହେନଗବି କହିଛନ୍ତି- ଶୁକ୍ରବାର ଠାରୁ ପଣବନ୍ଦୀଙ୍କ ମୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com