ଅନ୍ତର୍ଜାତୀୟଜାତୀୟ

ଗୁଗଲ୍‌ କୁ ଲାଗିଲା ପୁଣି ୯୩୬ କୋଟିର ଝଟକା, ଜାଣନ୍ତୁ କାହିଁକି ଦେବ ଜରିମାନା

ଭୁବନେଶ୍ୱର: ଗୁଗଲକୁ ପୁଣି ଲାଗିଛି ୯୩୬ କୋଟି ଟଙ୍କାର ଝଟକା । କମ୍ପାନୀର ମନମୁଖି କାର୍ଯ୍ୟ ବନ୍ଦ କରିବାକୁ ପୁଣି ଥରେ ଗୁଗଲ ଉପରେ ଜରିମାନା ଲଗାଇଛି କମ୍ପିଟିସନ କମିଶନ ଅଫ ଇଣ୍ଡିଆ ବା CCI ।

ପ୍ଲେ ଷ୍ଟୋର ନୀତିରେ ଗୁଗଲର ଦବଦବା ରହିଥିବା ବେଳେ ଏହାକୁ କମ୍ପାନୀ ନିଜର ଫାଇଦା ପାଇଁ ଅପବ୍ୟବହାର କରୁଛି । ଏଥିପାଇଁ ସଂସ୍ଥା ଉପରେ ୯୩୬.୪୪ କୋଟି ଟଙ୍କାର ଜୋରିମାନା ଲଗାଇଛି ସିସିଆଇ । ତେବେ ସପ୍ତାହ ତଳେ ଗୁଗଲ ଉପରେ ସିସିଆଇ ୧୩୩୮ କୋଟି ଟଙ୍କା ଜୋରିମାନା ଲାଗୁ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com