ରାଜନୀତି

ଡିସେମ୍ବର ୪ ଶୀତି ଅଧିବେଶନ

ସଂସଦର ଶୀତି ଅଧିବେଶନ ଡିସେମ୍ବର ୪ ଆରମ୍ଭ ହେବ। ଏହାପୂର୍ବରୁ ଡିସେମ୍ବର ୨ ତାରିଖ ଦିନ ୧୧ଟା ବେଳେ ସର୍ବଦଳୀୟ ବୈଠକ ବସିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସର୍ବଦଳୀୟ ବୈଠକ ୨ ତାରିଖରେ ହେବ ବୋଲି ସୂଚନା ଦେଇଛନ୍ତି।

ଡିସେମ୍ବର ୪ରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନ ଡିସେମ୍ବର ୨୨ ଯାଏ ଚାଲିବ। ଏ ସମ୍ପର୍କରେ ଶ୍ରୀ ଯୋଶୀ ନଭେମ୍ବର ୯ ତାରିଖରେ ସୂଚନା ଦେଇଥିଲେ। ୧୯ ଦିନ ଧରି ଚାଲିବାକୁ ଥିବା ଶୀତ ଅଧିବେଶନରେ ମୋଟ ୧୫ଟି କାର୍ଯ୍ୟ ଦିବସ ରହିବ।

Related Articles

Back to top button
WP Twitter Auto Publish Powered By : XYZScripts.com