Breaking NewsFeaturedବିଜ୍ଞାନ ଓ ପ୍ରଯୁକ୍ତି

ମହାକାଶ ଯିବ ମଣିଷର ଡିଏନଏ

ସମାଜର ବିକାଶରେ ବିଜ୍ଞାନର ବଡ ଭୂମିକା ରହିଛି। ବର୍ତ୍ତମାନ ବିଜ୍ଞାନ ସାହାର୍ଯ୍ୟରେ ୩ ଲକ୍ଷ ୮୪ ହଜାର ୪ ଶହ କିମି ଦୂରରେ ଥିବା ଚନ୍ଦ୍ରକୁ ଆମେ ହାତ ବଢାଇ ସାରିଛୁ।

ଏହାର ସଫଳ ଉଦାହରଣ ହେଉଛି ନିକଟରେ ହୋଇଥିବା ଚନ୍ଦ୍ରାୟାନ-୩। ତେବେ ଆଗକୁ ମଣିଷ ମଧ୍ୟ ଚନ୍ଦ୍ରକୁ ଯିବାକୁ ବୈଜ୍ଞାନିକମାନେ ଯୋଜନା କରୁଛନ୍ତି। ବର୍ତ୍ତମାନ ସେଠାକୁ ମଣିଷର ଡିଏନଏ ଯିବାକୁ ଯୋଜନା ପ୍ରସ୍ତୁତ ହେଉଛି। ୮୬ବର୍ଷିିୟ ଫିଜିକ୍ସ ପ୍ରଫେସର କେନେଥ ଓମ୍‌ ଚନ୍ଦ୍ରକୁ ନିଜ ଡିଏନଏ ପଠାଇବା ପାଇଁ ସବୁ ପ୍ରସ୍ତୁତି ଶେଷ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com