ମନୋରଞ୍ଜନ

ନଭେମ୍ବର ୨୯ରେ ବିବାହ

ନଭେମ୍ବର ୨୯ରେ ବିବାହ କରିବେ ବଲିଉଡର ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା। ସେ ତାଙ୍କର ଦୀର୍ଘ ଦିନର ପ୍ରେମିକା ଲିନ୍ ଲାଇଶ୍ରମଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି।

କୁହାଯାଉଛି ଯେ, ବଡ଼ ଆକାରରେ ବିବାହ ନକରି ରଣଦୀପ କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିବେ ଏବଂ ମଣିପୁରରେ ତାଙ୍କର ବିବାହ ହେବ। ପୂର୍ବରୁ ରଣଦୀପ କେଉଁଠି ବିବାହ କରିବେ ତାହା ଜଣାପଡ଼ିନଥିବା ବେଳେ ଏବେ ବିବାହର ନିମନ୍ତ୍ରଣ କାର୍ଡ ସେୟାର କରି ସୂଚନା ଦେଇଛନ୍ତି ରଣଦୀପ।

Related Articles

Back to top button
WP Twitter Auto Publish Powered By : XYZScripts.com