କ୍ରୀଡ଼ା

ଅଷ୍ଟ୍ରେଲିଆଠାରୁ ଭାରତର ପରାଜୟ ପରେ ଗୋଟିଏ ଯୁଗର ସମାପ୍ତି

ବିଶ୍ବକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ଭାରତର ପରାଜୟ ପରେ ଗୋଟିଏ ଯୁଗର ସମାପ୍ତି ଘଟିବାକୁ ଯାଉଛି। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ପାଇଁ ଏହା ‌ଶେଷ କାର୍ଯ୍ୟଦିବସ ଥିଲା ବୋଲି ବିବେଚନା କରାଯାଉଛି।

ବିସିସିଆଇର ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ବ୍ୟାଟିଂ କିଂବଦନ୍ତି ଆଉ ତାଙ୍କ ଚୁକ୍ତି ସମ୍ପ୍ରସାରଣ କରିବା ସପକ୍ଷରେ ନାହାନ୍ତି। ଦ୍ବିତୀୟ ଶ୍ରେଣୀୟ ଭାରତୀୟ ଦଳର ପ୍ରଶିକ୍ଷକ ଦାୟିତ୍ବରେ ଥିବା ଭିଭିଏସ୍ ଲକ୍ଷ୍ମଣ ଏବେ ଭାରତୀୟ ଦଳର ପୂର୍ଣ୍ଣକାଳୀନ ପ୍ରଶିକ୍ଷକ ହେବା ପଥ ମଧ୍ୟ ପରିସ୍କାର ହୋଇଛି।

Related Articles

Back to top button