କ୍ରୀଡ଼ା

ବିଶ୍ୱକପକୁ ନେଇ କ’ଣ କହୁଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି

ଗୋଟେପଟେ ରାଜନୀତି ଗୋଟେପଟେ ଖେଳ । ଯେତେବେଳେ ଉଠେ କ୍ରିକେଟର କଥା ଆଉ ବିଶ୍ୱକପର ବିଷୟ ସେତେବେଳେ ସମସ୍ତେ ହୋଇଯାଆନ୍ତି ଏକା ଆଜି ସେଭଳି ପରିସ୍ଥିତି । ଆଉ ମାତ୍ର କିଛି ସମୟର ଅପେକ୍ଷ ଅହମ୍ମଦାବାଦ ଷ୍ଟାଡିୟମରେ ହେବ ଦୁଇ ଶକ୍ତିଶାଳୀ ଦେଶ ମଧ୍ୟରେ ମହା ମୁକାବିଲା । ଆସନ୍ତୁ ଦେଖିବା ବିଶ୍ୱକପକୁ ନେଇ କଣ କହୁଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ।

Related Articles

Back to top button
WP Twitter Auto Publish Powered By : XYZScripts.com