କ୍ରୀଡ଼ା

କ୍ରିକେଟର ନବଦୀପ ସୈନି ଓ ସ୍ବାତୀ ଅସ୍ଥାନା ରିଲେସନସିପରେ

କ୍ରିକେଟର ନବଦୀପ ସୈନି ଓ ସ୍ବାତୀ ଅସ୍ଥାନା ରିଲେସନସିପରେ ଥିବା ନେଇ କିଛିଦିନ ହେବ ଚର୍ଚ୍ଚା ଜୋର ଧରିଥିଲା। ନଭେମ୍ବର ୨୩ରେ ଏଦୁହେଁ ଏହି ଚର୍ଚ୍ଚା ଉପରେ ପୁନଃଚ୍ଛେଦ ପକାଇ ଦେଇଛନ୍ତି। ଧୁମଧାମରେ ନବଦୀପ ଓ ସ୍ବାତୀଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି।

ଏହାପରେ ‌ସୁଖମୟ ବୈବାହିକ ଜୀବନ ପାଇଁ ନବଦୀପ ଓ ସ୍ବାତୀଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଦୁହିଁଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଏହି ବିବାହରେ ଦୁହିଁଙ୍କର କିଛି ସମ୍ପର୍କୀୟ ଓ ସାଙ୍ଗସାଥୀମାନେ ଉପସ୍ଥିତି ରହିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com