କ୍ରୀଡ଼ା

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟ ଜାନୁୟାରୀ ୩ରୁ କେପ୍‌ଟାଉନ୍‌ରେ ଆରମ୍ଭ ହେବ

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ଦ୍ୱିତୀୟ କ୍ରିକେଟ ଟେଷ୍ଟ ଜାନୁୟାରୀ ୩ରୁ କେପ୍‌ଟାଉନ୍‌ରେ ଆରମ୍ଭ ହେବ। ଆହତ ଅଧିନାୟକ ଟେମ୍ବା ବଭୁମାଙ୍କ ସ୍ଥାନରେ ଡିନ୍‌ ଏଲଗାର ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳର ନେତୃତ୍ୱ ନେବେ।

ଏହା ହେବ ଏଲଗାରଙ୍କ ଫେୟାରଓ୍ବେଲ ଟେଷ୍ଟ। ଚଳିତ ସିରିଜ ଶେଷରେ ଟେଷ୍ଟରୁ ଅବସର ନେବେ ବୋଲି ଏଲଗାର ପୂର୍ବରୁ ଘୋଷଣା କରି ସାରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com