କ୍ରୀଡ଼ା

ତୃତୀୟ ଦିନିକିଆ: ଶ୍ରେୟସ ଆୟର ଏବଂ ଋଷଭ ପନ୍ତଙ୍କ ଦମଦାର ଅର୍ଦ୍ଧଶତକ, ଓ୍ବେଷ୍ଟଇଣ୍ଡିଜକୁ ବିଜୟ ଲକ୍ଷ…

ଅହମଦାବାଦ () ଭାରତ ଏବଂ ଓେଷ୍ଟଇଣ୍ଡିଜ ମଧ୍ୟରେ ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ସମସ୍ତ ଓ୍ବିକେଟ୍‌ ହରାଇ ୨୬୫ ରନ୍‌ ସଂଗ୍ରହ କରିଛି ଟିମ୍‌ ଇଣ୍ଡିଆ । ସମ୍ମାନ ବଞ୍ଚାଇବାକୁ ଇଣ୍ଡିଜ୍‌କୁ ୨୬୬ ରନ କରିବାକୁ ହେବ । ଅନ୍ୟ ପଟେ କ୍ଲିନ୍‌ ସ୍ବିପ୍‌ ଲକ୍ଷ୍ୟରେ ଥିବା ଟିମ୍‌ ଇଣ୍ଡିଆକୁ ଜିତିବାକୁ ହେଲେ ଭ୍ରମଣକାରୀ ଦଳକୁ ୨୬୫ ରନ ମଧ୍ୟରେ ଅଟକାଇବାକୁ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com