ଅନ୍ତର୍ଜାତୀୟ

ମଙ୍କିପକ୍ସ ସଂକ୍ରମଣ ଯୌନ ସମ୍ପର୍କ

ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପ୍ରଥମ ଥର ପାଇଁ ନିଶ୍ଚିତ କରିଛି ମଙ୍କିପକ୍ସ ମଧ୍ୟ ଯୌନ ସମ୍ପର୍କ ମାଧ୍ୟମରେ ବିସ୍ତାର ହୋଇପାରେ। ଆଫ୍ରିକୀୟ ଦେଶ କଙ୍ଗୋରେ ମଙ୍କିପକ୍ସ ସଂକ୍ରମଣ ବହୁ ପରିମାଣରେ ବ୍ୟାପିଛି।

ଆଫ୍ରିକୀୟ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯଦି ଏହା ବର୍ତ୍ତମାନ ନିୟନ୍ତ୍ରିତ ନ ହୁଏ ତେବେ ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିଶ୍ଚିତ କରିଛି ଯେ ମଙ୍କିପକ୍ସ ସଂକ୍ରମଣ ଯୌନ ସମ୍ପର୍କ ମାଧ୍ୟମରେ ହୋଇପାରେ ।

Related Articles

Back to top button
WP Twitter Auto Publish Powered By : XYZScripts.com