Breaking NewsFeaturedରାଜନୀତି

ପୁଣି ଫେରିବ ରାହାଗିରି

ରାଜଧାନୀକୁ ପୁଣି ଫେରିବ ରାହାଗିରି। ଶୀତୁଆ ସକାଳରେ ଝୁମିବେ ରାଜଧାନୀବାସୀ । ଡିସେମ୍ବର ୧୦ ରବିବାର ଏବଂ ଜାନୁଆରୀ ମାସର ଦୁଇଟି ରବିବାର ଏହି ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ତିନୋଟି ଜୋନରେ ତିନୋଟି ରାହାଗିରି କରାଯିବ।

ରାହାଗିରି ପାଇଁ କମିଟି ଗଠନ କରିବ BMC। ରାହାଗିରିରେ ୩ଟି ନୂଆଁନୂଆଁ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। କମିଟି ନିଷ୍ପତି କ୍ରମେ କାର୍ଯ୍ୟକ୍ରମ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ ।

Related Articles

Back to top button
WP Twitter Auto Publish Powered By : XYZScripts.com