ଅନ୍ତର୍ଜାତୀୟ

ପାକିସ୍ତାନରେ ଆତଙ୍କବାଦୀମାନେ ଲଗାତାର ଅଜ୍ଞାତ

ପାକିସ୍ତାନରେ ଆତଙ୍କବାଦୀମାନେ ଲଗାତାର ଅଜ୍ଞାତ ଲୋକଙ୍କ ଶିକାର ହେଉଛନ୍ତି । ଏହାକୁ ନେଇ ଆତଙ୍କବାଦୀ ସଂଗଠନ ଗୁଡ଼ିକ ଭୟଭୀତ ହୋଇପଡ଼ିଛନ୍ତି।

କେବଳ ଆତଙ୍କବାଦୀ ସଂଗଠନ ନୁହନ୍ତି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ମଧ୍ୟ ଅତ୍ୟନ୍ତ ଚିନ୍ତିତ ହୋଇପଡ଼ିଛି।ଆତଙ୍କବାଦୀ ସଂଗଠନମାନେ ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ ସୟଦ ସଲାହୁଦ୍ଦିନର ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା, ଯେଉଁଥିରେ ଲସ୍କର-ଏ-ତୋଇବା ଏବଂ ହିଜବୁଲ ମୁଜାହିଦ୍ଦିନର ଅନେକ ପ୍ରମୁଖ କମାଣ୍ଡର ଙ୍କ ସମେତ ଅନ୍ୟ ଆତଙ୍କବାଦୀ ସଂଗଠନ ମଧ୍ୟ ସାମିଲ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com