Featuredଅନ୍ୟାନ୍ୟ

ଆରମ୍ଭ ହୋଇଯାଇଛି ଐତିହାସିକ ବାଲିଯାତ୍ରା

ଆରମ୍ଭ ହୋଇଯାଇଛି ଐତିହାସିକ ବାଲିଯାତ୍ରା।ମହାନଦୀ କୂଳର ସୁଲୁସୁଲିଆ ପବନରେ ବୁଲିବା ସାଙ୍ଗକୁ ମିନାବଜାରର ମଜା ଉଠାଇଛନ୍ତି ଦର୍ଶକ। ଚଳିତ ବର୍ଷ ତଳ ଉପର ପଡିଆରେ ୧୨୪୦ଟି ଷ୍ଟଲ ପଡିଛି ।

ଏଥିରେ ସରକାରୀ ଷ୍ଟଲ କେବଳ ୨୦୦ଟି ରହିଛି । ବାଲିଯାତ୍ରାରେ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ୭୭୭ଟି ସିସିଟିଭି ଲଗାଯାଇଛି । ପୋଲିସ ପକ୍ଷରୁ ବି ବ୍ୟାପକ ପୋଲିସ ଫୋର୍ସ ମୂତୟନ ହୋଇଛନ୍ତି । ସିଏମସି ଓ ଜିଲ୍ଲା ପ୍ରଶାସନର ସ୍ବତନ୍ତ୍ର ଟିମ୍ ମଧ୍ୟ ଲଗାତର ଚଢାଉ ଜାରି ରଖିଛି।

Related Articles

Back to top button
WP Twitter Auto Publish Powered By : XYZScripts.com