ଅନ୍ତର୍ଜାତୀୟ

ଗାଜା-ଇସ୍ରାଏଲ ଯୁଦ୍ଧ ବିରତିର ଆଜି ପଞ୍ଚମ ଦିନ

ଗାଜା-ଇସ୍ରାଏଲ ଯୁଦ୍ଧ ବିରତିର ଆଜି ପଞ୍ଚମ ଦିନ । ଆଜି ୧୧ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି ହମାସ ଆତଙ୍କୀ । ମୁକ୍ତି ପାଇଥିବା ପଣବନ୍ଦୀ ମହିଳା ଓ ଶିଶୁ । ଏମାନଙ୍କୁ ଅକ୍ଟୋବର ୭ ତାରିଖ ଆତଙ୍କବାଦୀ ଅପହରଣ କରିଥିଲେ ।

ଚତୁର୍ଥ ଦିନରେ ୧୭ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଥିଲେ ହମାସ ଆତଙ୍କୀ । ମୁକ୍ତି ପାଇଥିବା ପଣବନ୍ଦୀଙ୍କ ମଧ୍ୟରେ ଜଣେ ୪ ବର୍ଷର ଇସ୍ରାଏଲୀ ଆମେରିକୀୟ ଶିଶୁ ରହିଛି ।ବର୍ତ୍ତମାନ ସୁଦ୍ଧା ହମାସ ୫୮ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com