କ୍ରୀଡ଼ା

ଇମାଦ ପାକିସ୍ତାନ ପାଇଁ ୫୫ ଓ୍ବାନ ଡେ ଓ ୬୬ଟି ଟି-୨୦ ମ୍ୟାଚ ଖେଳିଛନ୍ତି।

ପାକିସ୍ତାନ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ଇମାଦ ଓ୍ବାସିମ ଗତ ମାସରେ କ୍ରିକେଟରୁ ସନ୍ୟାସ ନେଇଥିଲେ। ଇମାଦ ପାକିସ୍ତାନ ପାଇଁ ୫୫ ଓ୍ବାନ ଡେ ଓ ୬୬ଟି ଟି-୨୦ ମ୍ୟାଚ ଖେଳିଛନ୍ତି।

ସେ ପାକିସ୍ତାନ କ୍ରିକେଟ ଟିମ ପାଇଁ ଏକ ଶକ୍ତିଶାଳୀ କ୍ରିକେଟର କହିଲେ ଅତ୍ୟୁକ୍ତି ହେବ ନାହିଁ। ଇମାଦ ନିଜ ଶେଷ ଓ୍ବାନ ଡେ ଇଣ୍ଟରନାଶନାଲ ମ୍ୟାଚ ୨୦୨୦ରେ ଓ ଟି-୨୦ ମ୍ୟାଚ ଚଳିତ ବର୍ଷ ଖେଳିଥିଲେ। ତେବେ ବର୍ତ୍ତମାନ ସେ ପୁଣି ଲେଉଟିବା ନେଇ ସଙ୍କେତ ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com