Featuredସ୍ୱାସ୍ଥ୍ୟ

ଏଡସ୍‌‌ ରୋଗୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଖୁବ୍‌‌ଶୀଘ୍ର ନୂଆ ନୀତି

ଏଚ୍‌‌ଆଇଭି ସଂକ୍ରମିତ ଅବା ଏଡସ୍‌‌ ରୋଗୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଖୁବ୍‌‌ଶୀଘ୍ର ନୂଆ ନୀତି ଘୋଷଣା କରିବେ। ଅର୍ଥାତ୍‌‌ ଏଡସ୍‌‌ ନିୟନ୍ତ୍ରଣ ଓ ପ୍ରତିକାର ପାଇଁ ରାଜ୍ୟ ସରକାର ନିଜସ୍ୱ ଆଇନ ପ୍ରଣୟନ କରିବେ।

ଭାରତ ସରକାରଙ୍କ ଏଚ୍‌‌ଆଇଭି ଆଣ୍ଡ ଏଡସ୍‌‌ ପ୍ରିଭେନସନ୍‌‌ ଆଣ୍ଡ କଣ୍ଟ୍ରୋଲ ଆକ୍ଟ-୨୦୧୭ ଅନୁଯାୟୀ ରାଜ୍ୟ ସରକାର ନିଜସ୍ୱ ଆଇନ ପ୍ରଣୟନ କରିବେ।

Related Articles

Back to top button
WP Twitter Auto Publish Powered By : XYZScripts.com