ବିଜ୍ଞାନ ଓ ପ୍ରଯୁକ୍ତି

ପ୍ରତି ଘଣ୍ଟାରେ ୧୦୦ରୁ ୧୫୦ ତାରକା ଆକାଶରେ ପଡ଼ିବ।

ଆପଣ ନିଶ୍ଚୟ ଦେଖିଥିବେ, ଶୁଣିଥିବେ ଆକାଶରେ ପଡୁଥିବା ତାରା ବିଷୟରେ। ଯଦି ଶହ ଶହ ତାରକା ଏକାଠି ପଡ଼ିବା ଆରମ୍ଭ କରିବେ ତେବେ କ’ଣ ହେବ ଅନୁମାନ ଲଗାଇଲେ।

ବୈଜ୍ଞାନିକମାନେ ଏପରି ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ଉତ୍ତରାଖଣ୍ଡର ନୈନିତାଲରେ ଅବସ୍ଥିତ ଆର୍ଯ୍ୟଭଟ୍ଟ ଅବଜରଭେସନାଲ ସାଇନ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ଡଃ ବୀରେନ୍ଦ୍ର ଯାଦବ ଦାବି କରିଛନ୍ତି ଯେ ଚଳିତ ମାସ ୧୩ ରୁ ୧୪ମଧ୍ୟରେ ତାରାଗୁଡ଼ିକର ପ୍ରବଳ ବର୍ଷା ହେବ। ପ୍ରତି ଘଣ୍ଟାରେ ୧୦୦ରୁ ୧୫୦ ତାରକା ଆକାଶରେ ପଡ଼ିବ।

Related Articles

Back to top button
WP Twitter Auto Publish Powered By : XYZScripts.com