ଅନ୍ୟାନ୍ୟ

ଭୁବନେଶ୍ୱରରୁ ଚେନ୍ନାଇକୁ ଯାଉଥିବା ୨ଟି ବିମାନ ବାତିଲ ହୋଇଛି

ଭୁବନେଶ୍ୱରରୁ ଚେନ୍ନାଇକୁ ଯାଉଥିବା ୨ଟି ବିମାନ ବାତିଲ ହୋଇଛି। ବାତ୍ୟା ‘ମିଗ୍‌ଜୋମ୍‌’ ପାଇଁ ଏହି ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି। ଏନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

ପାଣିପାଗରେ ପରିବର୍ତ୍ତନ ହେଲା ପରେ ପୁଣି ଥରେ ବିମାନସେବା ଆରମ୍ଭ ହେବ ବୋଲି କୁହାଯାଇଛି। ସୂଚନା ଥାଉକି, ବାତ୍ୟା ‘ମିଗ୍‌ଜୋମ୍‌’ ଯୋଗୁଁ ତାମିଲନାଡୁରେ ରାଜଧାନୀ ଚେନ୍ନାଇ ସମେତ ଅନେକ ସହରରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ଅସମ୍ଭାଳ ହୋଇପଡିଛି। ବିଶେଷକରି ଚେନ୍ନାଇ ସହରରେ ବାତ୍ୟା ବ୍ୟାପକ କ୍ଷୟକ୍ଷତି କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com