ମନୋରଞ୍ଜନ

ଭିଲେନ ଭୂମିକାରେ ନଜର ଆସିବେ ଅର୍ଜୁନ କପୁର

ଏବେ ହିରୋ ନୁହେଁ ଭିଲେନ ଭୂମିକାରେ ନଜର ଆସିବେ ଫିଲ୍ମ ନିର୍ମାତା ବୋନି କପୁରଙ୍କ ପୁଅ ଅର୍ଜୁନ କପୁର। ବର୍ତ୍ତମାନ ଅର୍ଜୁନ ରୋମାଣ୍ଟିକ୍ ଡ୍ରାମା ଫିଲ୍ମ ‘ମେରି ପତ୍ନୀକା ରିମେକ୍‌’ର ଶୁଟିଂରେ ବ୍ୟସ୍ତ ଅଛନ୍ତି ।

ସୂଚନାରୁ ପ୍ରକାଶ ଯେ ରୋହିତ ଶେଟ୍ଟିଙ୍କ ବହୁ ପ୍ରତିକ୍ଷିତ ଫିଲ୍କ ‘ସିଂଘମ ରିଟର୍ଣ୍ଣସ’ରେ ସେ ମୁଖ୍ୟ ଭିଲିଆନ୍ ଭୂମିକାରେ ନଜର ଆସିବେ । ଏହା ସିଂଘମ୍ ଫ୍ରାନଚାଇଜୀ ଏବଂ କପ୍ ୟୁନିଭର୍ସର ଏକ ଅଂଶ ବିଶେଷ । ଏହାର ଆନୁମାନିକ ବଜେଟ୍ ହେଉଛି ୨୦୦ କୋଟି ଟଙ୍କା ।

Related Articles

Back to top button