ଅନ୍ତର୍ଜାତୀୟ

୧୦ ବର୍ଷ ମଧ୍ୟରେ ଉତ୍ତର କୋରିଆର ଜନ୍ମ ହାର କ୍ରମାଗତ ଭାବେ ହ୍ରାସ

ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଦେଶର ଶକ୍ତି ବୃଦ୍ଧି ପାଇଁ ମହିଳାମାନଙ୍କୁ ଅଧିକ ସନ୍ତାନ ପ୍ରସବ କରିବାକୁ କହିଛନ୍ତି। ସେ କହିଛନ୍ତି ଯେ ଦେଶରେ ଜନ୍ମ ହାର ହ୍ରାସକୁ ବନ୍ଦ କରିବା ମହିଳାଙ୍କ କର୍ତ୍ତବ୍ୟ।

ତାଙ୍କ ସରକାର ଲୋକଙ୍କୁ ଅଧିକ ସନ୍ତାନ ପ୍ରସବ କରିବାକୁ ଆହ୍ବାନ ଦେଉଛନ୍ତି। ରବିବାର ମଆମାନଙ୍କର ଜାତୀୟ ବୈଠକରେ କିମ ଏହି ଆବେଦନ କରିଛନ୍ତି। ଦକ୍ଷିଣ କୋରିଆ ସରକାର ଆକଳନ କରିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଉତ୍ତର କୋରିଆର ଜନ୍ମ ହାର କ୍ରମାଗତ ଭାବେ ହ୍ରାସ ପାଉଛି।

Related Articles

Back to top button