ମନୋରଞ୍ଜନ

‘ଆନିମଲ’ ସିନେମା ‌ଦେଖିବା ପରେ ମନ ପୂରା ଭାଙ୍ଗି ଯାଇଛି

ୟୁଟ୍ୟୁବର ଏଲଭିଶ ଯାଦବ ‘ଆନିମଲ’ ସିନେମା ଦେଖିବାକୁ ପ୍ରେକ୍ଷାଳୟରେ ଯାଇ ପହଞ୍ଚିଥି‌ଲେ। ସିନେମା ଦେଖି ଫେରିବା ପରେ ସେ ଏକ ଭିଡିଓ କରିଥିଲେ। ଯେଉଁଥିରେ ଏଲଭିଶ କହୁଛନ୍ତି, ‘ସିନେମା ଏତେ ନକଲି କେମିତି ହୋଇପାରେ।

ଅନେକ ଦିନ ପରେ କୌଣସି ସିନେମା ଦେଖିବା ପାଇଁ ଯାଇଥିଲି। କିନ୍ତୁ ‘ଆନିମଲ’ ସିନେମା ‌ଦେଖିବା ପରେ ମନ ପୂରା ଭାଙ୍ଗି ଯାଇଛି। ନିର୍ଦ୍ଦେଶକ ସୀମା ବାହାରେ ସିନେମାରେ ମିଥ୍ୟା ଘଟଣାକୁ ଦେଖାଇଛନ୍ତି।

Related Articles

Back to top button