ଜାତୀୟ

ଅଯୋଧ୍ୟାରେ ରାମଲାଲାଙ୍କ ସମର୍ପଣ ସମାରୋହ

ଅଯୋଧ୍ୟାରେ ରାମଲାଲାଙ୍କ ସମର୍ପଣ ସମାରୋହରେ ସାମିଲ ହେବା ପାଇଁ ସବୁ ରାମ ଭକ୍ତ ଅପେକ୍ଷା କରି ବସିଛନ୍ତି । ଏଥିପାଇଁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁମାନେ ରାମଲାଲାଙ୍କୁ ବିଭିନ୍ନ ପ୍ରକାର ଜିନିଷ ଅର୍ପଣ କରୁଛନ୍ତି ।

ଏହି କ୍ରମମରେ ଧାର୍ମିକ ରୀତିନୀତି ପାଇଁ ରାଜସ୍ଥାନ ଯୋଜପୁରରୁ ୬ଶହ କିଲୋଗ୍ରାମର ଶୁଦ୍ଧ ଦେଶୀ ଗାଇ ଘିଅ ଅଯୋଧ୍ୟା ଆସି ପହଞ୍ଚିଛି । ଏହି ଦେଶୀ ଗାଇ ଘିଅ ରାମ ମନ୍ଦିରର ଅଖଣ୍ଡ ଜ୍ୟୋତି ତଥା ରାମଲାଲାଙ୍କ ସମର୍ପଣ ଅବସରରେ ଅନୁଷ୍ଠିତ ହେବାକୁ ଥିବା ଧାର୍ମିକ ରୀତିନୀତିରେ ବ୍ୟବହୃତ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com