ଅନ୍ୟାନ୍ୟ

ମୁଶୀଦାବାଦ ମେଡିକାଲ କଲେଜ ହସ୍ପିଟାଲରେ ୧୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି

କୋଲକତାରେ ପୁଣି ଚାଞ୍ଚଲ୍ୟ । ୨୪ ଘଣ୍ଟା ଭିତରେ ମୁଶୀଦାବାଦ ମେଡିକାଲ କଲେଜ ହସ୍ପିଟାଲରେ ୧୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି ।

ରାଜ୍ୟ ପଶ୍ଚିମବଙ୍ଗର ମୁଶୀଦାବାଦ ମେଡିକାଲ କଲେଜ ହସ୍ପିଟାଲରେ SNCU ବିଭାଗରେ ନବଜାତ ୧୦ ଶିଶୁଙ୍କ ମୃତ୍ୟୁ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳିଯାଇଛି । ୧୦ ଜଣ ଶିଶୁଙ୍କ ଓଜନ ବହୁତ କମ୍ ଏବଂ ଅନ୍ୟାନ୍ୟ ଶାରିରୀକ ଅସୁସ୍ଥତା କାରଣରୁ ମୃତ୍ୟୁ ଘଟିଥିବା ନେଇ ହସ୍ପିଟାଲର ମୁଖ୍ୟ MAVP ଡାକ୍ତର ଅମିତ କୁମାର କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com