ଜାତୀୟ

ପପୁଲେସନ୍‌‌ ପ୍ରୋଜେକ୍ସନ୍‌ ଫର୍‌ ଇଣ୍ଡିଆ ଆଣ୍ଡ ଷ୍ଟେଟ୍‌‌’

‘ପପୁଲେସନ୍‌‌ ପ୍ରୋଜେକ୍ସନ୍‌ ଫର୍‌ ଇଣ୍ଡିଆ ଆଣ୍ଡ ଷ୍ଟେଟ୍‌‌’ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାଯାଇଛି ଯେ ୨୦୧୧ରେ ଓଡ଼ିଶାରେ ୫ ରୁ ୧୪ବର୍ଷ ବୟସ୍କ ଶିଶୁଙ୍କ ସଂଖ୍ୟା ୨୦.୧ ପ୍ରତିଶତ ରହିଥିବା ବେଳେ ୨୦୨୧ରେ ଏହା ୧୬ ପ୍ରତିଶତକୁ ହ୍ରାସ ପାଇଥିଲା। ୨୦୩୧ରେ ଏହା ୧୩.୮ ଓ ୨୦୩୬ ବେଳକୁ ଏହା ୧୨.୯ ପ୍ରତିଶତକୁ ଖସି ଆସିବ ବୋଲି ଜଣାପଡ଼ିଛି।

ସର୍ଭେ ରିପୋର୍ଟ ଅନୁସାରେ, ରାଜ୍ୟରେ ୨୭ଜିଲ୍ଲାରେ ପ୍ରଜନନ ହାର ହ୍ରାସ ହେଉଥିବା ବେଳେ ମାତ୍ର ତିନୋଟି ଜିଲ୍ଲାର ପ୍ରଜନନ ହାର ଜାତୀୟ ହାର ତୁଳନାରେ ଅଧିକ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com