ଜାତୀୟ
ପପୁଲେସନ୍ ପ୍ରୋଜେକ୍ସନ୍ ଫର୍ ଇଣ୍ଡିଆ ଆଣ୍ଡ ଷ୍ଟେଟ୍’
‘ପପୁଲେସନ୍ ପ୍ରୋଜେକ୍ସନ୍ ଫର୍ ଇଣ୍ଡିଆ ଆଣ୍ଡ ଷ୍ଟେଟ୍’ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାଯାଇଛି ଯେ ୨୦୧୧ରେ ଓଡ଼ିଶାରେ ୫ ରୁ ୧୪ବର୍ଷ ବୟସ୍କ ଶିଶୁଙ୍କ ସଂଖ୍ୟା ୨୦.୧ ପ୍ରତିଶତ ରହିଥିବା ବେଳେ ୨୦୨୧ରେ ଏହା ୧୬ ପ୍ରତିଶତକୁ ହ୍ରାସ ପାଇଥିଲା। ୨୦୩୧ରେ ଏହା ୧୩.୮ ଓ ୨୦୩୬ ବେଳକୁ ଏହା ୧୨.୯ ପ୍ରତିଶତକୁ ଖସି ଆସିବ ବୋଲି ଜଣାପଡ଼ିଛି।
ସର୍ଭେ ରିପୋର୍ଟ ଅନୁସାରେ, ରାଜ୍ୟରେ ୨୭ଜିଲ୍ଲାରେ ପ୍ରଜନନ ହାର ହ୍ରାସ ହେଉଥିବା ବେଳେ ମାତ୍ର ତିନୋଟି ଜିଲ୍ଲାର ପ୍ରଜନନ ହାର ଜାତୀୟ ହାର ତୁଳନାରେ ଅଧିକ ରହିଛି।